ଯଥାଯୋଗ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଯଥାଯୁକ୍ତ;ଯଥାଯୋଗ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷଣ - ସମ୍ପାଦନା

ଯଥୋପଯୁକ୍ତ; ଯାହାକୁ ଯାହା ଉପଯୁକ୍ତ — Proper; suitable to each.

କ୍ରି.ବିଶେଷଣ - ସମ୍ପାଦନା

ଯାହା ଯାହାକୁ ଉପଯୁକ୍ତ ସେହି ଭାବରେ — As is fit or suitable to each.