ଯଥାଯଥ
ଯଥାଯଥ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ—(ଯଥା+ଯଥା, ଅବ୍ୟୟୀଭାବ) ସମ୍ପାଦନା
- ୧. ଯଥା— ଯୋଗ୍ୟ —୧. As is fit; suitable.
କ୍ରି.ବିଶେଷଣ - ସମ୍ପାଦନା
- ୧. ପୂର୍ବାନୁଯାୟୀ —୧. As of old.
- ୨. ଯେପରି ଘଟି ଥିଲା ସେହିପରି —୨. As it happened.
- ୩. ପ୍ରକୃତରେ ଯେଉଁପରି ଅଛି ସେହିପରି —୩. As it is; in the actual order or form.
- ୪. ସମୁଚିତ ରୂପେ —୪. Fitly; properly (Apte).
- ୫. ଯଥା— କ୍ରମେ —୫. Respectively; in regular order (Apte).