ଯଥାବୃତ୍ତ
ଯଥାବୃତ୍ତ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - କ୍ରି.ବିଶେଷଣ - ସମ୍ପାଦନା
ଯେପରି ଘଟିଥିଲା ସେହିପରି —Conformably to what actually took place; as it happened or as it was done.
ସଂସ୍କୃତ - ବିଶେଷ୍ୟ - ସମ୍ପାଦନା
- ୧. ପ୍ରକୃତରେ ଘଟିଥିବା ବିଷୟମାନ —୧. The actual facts; the circumstances or details of an event (Apte).
- ୨. ପୂର୍ବେ ଘଟିଥିବା ଘଟନା —୨. A former event (Apte).