ଯତ୍ର ଆୟ ତତ୍ର ବ୍ୟ୍ୟୟ
ଯତ୍ର ଆୟ ତତ୍ର ବ୍ୟ୍ୟୟ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଯତ୍ର ଆୟ ତତ୍ର ବ୍ୟ୍ୟୟ
|
ଦେଶଜ - ପ୍ରବଚନ(=ଯେଉଁଠାରେ ଆୟ ସେହି— ଠାରେହିଁ ବ୍ୟୟ) ସମ୍ପାଦନା
ଯେତିକି ଆୟ ସେତିକି ବ୍ୟୟ ହେବା ସ୍ଥଳରେ ଏ ପ୍ରବଚନ ପ୍ରଯୁକ୍ତ ହୁଏ —Anyhow making both ends meet; whatever one gets, one spends.