ଯତି ପାତ
(୬ଷ୍ଠୀ ତତ୍) ପଦ୍ୟାବୃତ୍ତି କରିବା ସମୟରେ ଯେଉଁ ଯେଉଁଠାରେ ଟିକିଏ ଟିକିଏ ବିଶ୍ରାମ କରିବାକୁ ହୁଏ —The pauses made at intervals while singing or reciting a poem.