ଯତିପାତ ଦୋଷ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଯତି ଭଙ୍ଗ ଦୋଷ, ଯତିଦୋଷ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଛନ୍ଦୋଦୋଷ ବିଶେଷ; ଛନ୍ଦୋବଦ୍ଧ ରଚନାରେ ଅଧିକାକ୍ଷର ବା ନ୍ୟୂନାକ୍ଷର ଯୋଗୁ କିମ୍ୱା ଦୀର୍ଘସ୍ୱର ସ୍ଥଳରେ ହ୍ରସ୍ୱ ଓ ହ୍ରସ୍ୱ ସ୍ଥଳରେ ଦୀର୍ଘ ସ୍ୱର ପ୍ରୟୋଗ ଯୋଗୁଁ ନିର୍ଦ୍ଦିଷ୍ଟ ସ୍ଥାନରେ ଯତିପାତ ନ ହେବା ରୂପ ରଚନାଦୋଷ — A defect in the composition of a poem which consists in the pauses not being properly punctuated.