ଯଜ୍ଞ ଡିମ୍ୱିରି
ଯଜ୍ଞ ଡିମ୍ୱିରି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଯଜ୍ଞ ଡିମ୍ୱିରି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯଜ୍ଞୋଦୁମ୍ୱର) ସମ୍ପାଦନା
ଏକ ପ୍ରକାର ବଡ଼ ଡିମ୍ୱିରି —A kind of fig.
[ଦ୍ରଷ୍ଟବ୍ୟ — ଏହା ଔଷଧରେ ଲାଗେ ଓ ଏହାର କାଠ ସମିଧ ରୂପେ ହୋମରେ ଲାଗେ ]
ଯଜ୍ଞ ଡିମ୍ୱିରି
|
ଏକ ପ୍ରକାର ବଡ଼ ଡିମ୍ୱିରି —A kind of fig.
[ଦ୍ରଷ୍ଟବ୍ୟ — ଏହା ଔଷଧରେ ଲାଗେ ଓ ଏହାର କାଠ ସମିଧ ରୂପେ ହୋମରେ ଲାଗେ ]