ଯଜତ
ଯଜତ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - ପୁଂ. (ଯଜ୍ ଧାତୁ+କର୍ତ୍ତୃ. ଅତ) ସମ୍ପାଦନା
- ୧. ଋତ୍ୱିକ୍; ପୁରୋହିତ —୧. An officiating priest
- ୨. ଶିବ —୨. Ṡiba (Apte).
- ୩. ଚନ୍ଦ୍ର —୩. The moon (Apte).
ବିଶେଷଣ - ପୁଲିଙ୍ଗ - (କର୍ମ. ଅତ) ସମ୍ପାଦନା
- ୧. ପବିତ୍ର —୧. Holy (Apte).
- ୨. ପୂଜ୍ୟ — ୨. Adorable (Apte).
- ୩. ମହାନ୍ —୩. Dignified; sublime (Apte).