ପ୍ରଧାନ ପୃଷ୍ଠା
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଯକ୍ଷ୍ୟମାଣ
ଭାଷା
ଦେଖିବେ
ସମ୍ପାଦନା (Edit)
ଯକ୍ଷ୍ୟମାଣ
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— J̄akshyamāṇa
ଆଇ.ପି.ଏ.
— dʒˈʌkʰkʰjʌmˌanɔ
(ଯକ୍ଷ୍ୟମାଣା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯକ୍ଷ୍ ଧାତୁ+କର୍ତ୍ତୃ. ଆନ)
ସମ୍ପାଦନା
୧. ପୂଜା କରଣେଚ୍ଛୁ —୧. Desiring to worship; bent on worshipping.
୨. ପୂଜାରେ ନିଯୁକ୍ତ —୨. Engaged in worshipping.