ଯକ୍ଷ୍ମଘ୍ନୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଯକ୍ଷ୍ମନ୍+ହନ୍ ଧାତୁ କର୍ତ୍ତୃ+ଅ+ଈ) ସମ୍ପାଦନା

୧. ଦ୍ରାକ୍ଷା; ଅଙ୍ଗୁର —୧. Grapes.
୨. କିସ୍ମିସ୍ —୨. Raisin; died grape.