ଯକ୍ଷରାତ୍ରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

କାର୍ତ୍ତିକ ପୂର୍ଣ୍ଣମାର ରାତ୍ରି —The night of the fullmoon of the month of Kārttika.

[ଦ୍ରଷ୍ଟବ୍ୟ —ଏହି ରାତ୍ରିରେ ଯକ୍ଷମାନ ପୃଥିବୀର ଇତସ୍ତତଃ ବିଚରଣ କରିବା ଶାସ୍ତ୍ରରେ ଲେଖାଅଛି ]