ଯକୃତ ସ୍ରାବ
=== ସଂସ୍କୃତ - ବିଶେଷ୍ୟ - (ଆଧୁନିକ)
ଯକୃତରୁ ଅତ୍ୟଧିକ ପିତ୍ତନିଃସରଣ ରୋଗ—ଦ୍ର—(ଏ ରୋଗରେ ଝାଡ଼ା ସଙ୍ଗେ ଅଧିକ ପିତ୍ତ ପଡ଼େ) —Hepatorrhoea; a morbid flow of bile; a species of diarrhoea.