ଯଉଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ସର୍ବନାମ (ସଂସ୍କୃତ - ଯତ୍) ସମ୍ପାଦନା

୧. ଯେଉଁ; ଯେ; ଯାହା — ୧. Which.

[ଉ—ଯେଉଁ ଯଉତୁକ ଦେଲେ, ସେ ତ ଅଶେଷ ଭଞ୍ଜ. ପ୍ରେମସୁଧାନିଧି]

୨. ଯହୁଁ; ଯେଉଁଠାରୁ —୨. From which.
୩. ଯେହେତୁ; ଯହୁଁ (ଦେଖ) - —୩. Because.