ମେଢ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ - ସମ୍ପାଦନା

୧. ମଢ଼ିଆ; ଶୀର୍ଣ୍ଣକାୟ — ୧. Of reduced physique; lean.
୨. ମେରୁଖୁଣ୍ଟ ନିକଟରେ ଲାଗି ବୁଲୁଥିବା (ବଳଦ) —୨. (a bullock) Yoked just near the central post of the paddy-threshing yard at the beginning of the tether.