ମେଘନାଦ ବଧ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଲକ୍ଷ୍ମଣଦ୍ୱାରା ଇନ୍ଦ୍ରଜିତର ଯୁଦ୍ଧରେ ପ୍ରାଣ ନାଶ —The slsying of Meghanāda by Lakshmaṇa.

ଦେଶଜ - ବିଶେଷ୍ୟ - ସମ୍ପାଦନା

ବଙ୍ଗୀୟ କବି ମାଇକେଲ୍ ମଧୂସୁଦନ ଦତ୍ତଙ୍କ ପ୍ରଣୀତ ଅମିତ୍ରାକ୍ଷର ଛନ୍ଦୋଯୁକ୍ତ ପ୍ରସିଦ୍ଧ ମହାକାବ୍ୟ —Name of a famous Bengali poem in blank verse by poet Michael Madhusūdana Datta.