ମୃତୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଗ୍ରାମ୍ୟ - ବି—(ସଂସ୍କୃତ - ମୃତ୍ୟୁ) ସମ୍ପାଦନା

ମୃତ୍ୟୁ (ଦେଖ) - Mṛutyu (See)

ବିଶେଷଣ - (ଗ୍ରାମ୍ୟ - ପଦ୍ୟ ଓ କଚିରିଆ) ସମ୍ପାଦନା

ମଲା; ମୃତ —Dead.

[ଉ—ମୃତୁ ଜନଙ୍କର ମୁଖେ କି ଅମିୟ ବିଧାତା ଅଣି ବରଷିଲା—ପ୍ରାଚୀ, ପ୍ରତାପ ଶଶିସେଣା ]