ମୁନାସୀବ୍
ମୁନାସୀବ୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷଣ - (କଚିରିଆ)—(ଆରବୀ - ମୁନାସୀବ୍) ସମ୍ପାଦନା
- ୧. ଅବସ୍ଥାନୂରୂପ —୧. Suitable; fitting.
- ୨. ଦେଶକାଳ ପାତ୍ରର ଉପଯୋଗୀ; ଯଥା— ଯୋଗ୍ୟ; ଯଥୋଚିତ —୨. Proper under the circumstances.
(ଯଥା—ପକ୍ଷମାନ ଏ ମକଦମାର ତାରିଖରେ ହାଜର ନ ହେଲେ ମୁନାସିବ୍ ହୁକୁମ ସାଦର ହେବ)
- ୩. ପସନ୍ଦସହି —୩. According to one's choice.
- ୪. ସୁବିଧାଜନକ —୪. Convenient
ବିଶେଷ୍ୟ - ସମ୍ପାଦନା
ପସନ୍ଦ —Choice.