ମୁନାସବ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (କଚିରିଆ)—(ଆରବୀ - ମୁନାସୀବ୍) ସମ୍ପାଦନା

୧. ଅବସ୍ଥାନୂରୂପ —୧. Suitable; fitting.
୨. ଦେଶକାଳ ପାତ୍ରର ଉପଯୋଗୀ; ଯଥା— ଯୋଗ୍ୟ; ଯଥୋଚିତ —୨. Proper under the circumstances.

(ଯଥା—ପକ୍ଷମାନ ଏ ମକଦମାର ତାରିଖରେ ହାଜର ନ ହେଲେ ମୁନାସିବ୍ ହୁକୁମ ସାଦର ହେବ)

୩. ପସନ୍ଦସହି —୩. According to one's choice.
୪. ସୁବିଧାଜନକ —୪. Convenient

ବିଶେଷ୍ୟ - ସମ୍ପାଦନା

ପସନ୍ଦ —Choice.