ମୁଠାତଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମୁଠାଭିତର—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଆପଣାର କରାୟତ୍ତରେ ଥିବା; ନିଜର ଆୟତ୍ତାଧୀନ —Under one's control or clutches.

[ଉ—ସେ ମୋ ମୁଠାତଳ ଲୋକ]

ଦେଶଜ - ବିଶେଷ୍ୟ - ସମ୍ପାଦନା

ନିଜର ଆୟତ୍ତାଧୀନତା; ବଶ୍ୟତା; ଅଧିକାର —Control.