ମାତୃ ଦ୍ରୋହୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମାତୃଦ୍ରୋହିଣୀ—ସ୍ତ୍ରୀ) 

(ମାତୃଦ୍ରୋହିତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୬ଷ୍ଠୀ ତତ୍) ସମ୍ପାଦନା

ଯେ ଆପଣା ମାତାଙ୍କ ପ୍ରତି ଶତ୍ରୁତାଚରଣ କରେ —Offending one's own mother; acting against the wishes or welfare of one's own mother.