ମଗର ମୁହାଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ମଗରମୁଣ୍ଡିଆ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ମକର+ମୁଖ) ସମ୍ପାଦନା

ଯାହାର ମୁହଁ ବା ମୁଣ୍ଡଭାଗ ମଗରର ମୁହଁ ପରି ଶୁଣ୍ଢଯୁକ୍ତ ହୋଇଯାଏ —Having the end modelled like a 'Magara'.

(ଯଥା—ମଗରମୁହାଁ ପାଲିଙ୍କି, ମଗରମୁହାଁ ବାଲା, ମଗରମୁହାଁ ଅନନ୍ତ, ମଗରମୁହାଁ କୁଣ୍ଡଳ ଇତ୍ୟାଦି)