ମଗଧାଧିପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ମଗଧାଧିପତି, ମଗଧେଶ୍ୱର, ମଗଧାଧୀଶ୍ୱର, ମଗଧେଶଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ମଗଧ+ଅଧିପ) ସମ୍ପାଦନା

୧. ମଗଧର ରାଜା — ୧. The king of Maghadha
୨. ଜରାସନ୍ଧ —୨. Jarāsandha; the wicked demon-king of Magadha.