ମକ୍ଷ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମକ୍ଷ ଧାତୁ+ଭାବ. ଅ) ସମ୍ପାଦନା

୧. ସମୂହ —୧. Multitude.
୨. (+କର୍ମ. ଅ) ଗଦା; ସ୍ତୂପ —୨. Heap.
୩. କ୍ରୋଧ —୩. Anger; wrath.
୪. (+କରଣ. ଅ) ସ୍ତ୍ରୀ ଦୋଷ ଗୋପନ କରଣ; କୁପଟାଚାର —୪. Concealing or hiding one's failts; hypocrisy.