ମକୁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମନ୍କ୍ ଧାତୁ=ଭୂଷିତ କରିବା+କରଣ. ଉର) ସମ୍ପାଦନା

୧. ମୁକୁର; ଦର୍ପଣ —୧. Looking glass; mirror.
୨. (+କର୍ତ୍ତ. ଉର) ମୁକୁଳ; କଢ଼ି — ୨. Bud; blossom.
୩. କୁମ୍ଭାକାରର ଦଣ୍ଡ; କୁଲାଳ ଦଣ୍ଡ —୩. The rod or handle of the potterr's wheel.
୪. କକୁଳ ବୃକ୍ଷ —୪. The Bakuḻa tree
୫. କୁନ୍ଦ ଫୁଲ —୫. The Arabain jasmine (Apte).