ମକରିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମକରୀପତ୍ର, ମକରୀଲେଖା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମକର+ସାଦୃଶ୍ୟାର୍ଥେ. କ+ଆ) ସମ୍ପାଦନା

ମକରାକାର ପତ୍ରାବଳୀ; ଲଲାଟରେ କସ୍ତୁରୀ ଓ ଚନ୍ଦନାଦିଦ୍ୱାରା ମକରାକାରରେ ଅଙ୍କିତ ଚିତ୍ର; ଚନ୍ଦନପାଟୀ —Paintings on the forehead in the shape of a makara.