ମକରା
ମକରା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
ଏକ ପ୍ରକାର ଶାରଦ ଧାନ —A species of coarse paddy.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା
ଆଟୁ କରିବା ପାଇଁ ଘରର କାନ୍ଥ ଉପରେ ପଡ଼ିଥିବା ଧାରଣା ଉପରେ ବସା ଯିବା ଦୁଇଗୋଡ଼ିଆ ତ୍ରିକୋଣାକାର କାଠ ଖଣ୍ଡ —A two-legged triangular piece of wood placed on the cross beams of an earth-roofed thatched house.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -(ତୁଳ. ହିନ୍ଦୀ - ମାକରା) ସମ୍ପାଦନା
ମାକଡ଼ସା. ବୁଢ଼ିଆଣୀ —Spider.