ଭଡ଼ା ଛିଣ୍ଡାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କୌଣସି ବସ୍ତୁକୁ ବ୍ୟବହାର କରିବା ବା ଭୋଗ କରିବା ନିମନ୍ତେ ବସ୍ତୁସ୍ୱାମୀକୁ କେତେ ଭଡ଼ା ଦିଆଯିବା ତାହା ସ୍ଥିର କରିବା —୧. To settle the hire of a thing to be let out.
୨. ବସ୍ତୁକୁ ବ୍ୟବହାର କରିବା ଯୋଗୁଁ ବସ୍ତୁ— ସ୍ୱାମୀଙ୍କୁ ଦେୟ ଭଡ଼ା ସମ୍ପୂର୍ଣ୍ଣରୂପେ ଆଦାୟ ଦେବା; ଚୁକ୍ତି କରି ଦେବା —୨. To pay off the whole hire due to the owner for the use of a thing.