ଭଙ୍ଗାଇ କହିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ବୁଝାଇ ସୁଝାଇ କହିବା —To explain a matter in detail.

(ଉ—ଯେତେ ରୂପେ ଭଙ୍ଗାଇ କହିଲେ ହେଲେ ନୃପ ଦେବଯାନୀର କ୍ରୋଧ ବଢ଼ିଲା ଅମାପ କୃଷ୍ଣସିଂହ. ମହାଭାରତ. ଆଦି)