ଭଗ୍ନ ଚେଷ୍ଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି) ସମ୍ପାଦନା

୧. ଭଗ୍ନୋଦ୍ୟମ; ଯାହାର ଚେଷ୍ଟା ବିଫଳ ହୋଇଅଛି —୧. Having
one's endeavours baffled.
(ଭଗ୍ନ ଚେଷ୍ଟା—ସ୍ତ୍ରୀ) 
୨. ଚେଷ୍ଟାରୁ ନିବୃତ୍ତ —୨. Desisting from any endeavour.