ବୟସ
ବିଶେଷ୍ୟ ସମ୍ପାଦନା
- ଜନ୍ମାଦି କାଳ ପରିମାଣ; ପ୍ରାଣୀର ଅତୀତ ଜୀବନ କାଳ
- ଯୁବା ବୟସ, ଯୌବନ
ବୟସ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୟଃ) ସମ୍ପାଦନା
- ୧. ଜନ୍ମାଦି କାଳ ପରିମାଣ; ପ୍ରାଣୀର ଅତୀତ ଜୀବନ କାଳ —୧. Time of life; age.
- ୨. ଯୁବା ବୟସ; ଯୌବନ —୨. Youth.
ଆଉ ବୟସ ମୋର କାହିଁ ପାରବ ପୁତ୍ର ଉପୁଯାଇ ଜଗନ୍ନାଥ. ଭାଗବତ