ବେରାମ ପଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ବେରାମ(ମି) ଧରିବା—ବିଶେଷ୍ୟ ରୂପ]

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ରୋଗାକ୍ରାନ୍ତ ହେବା —୧. To be attacked with sickness.
୨. ରୋଗାକ୍ରାନ୍ତ ହୋଇ ଶଯ୍ୟାଗତ ହେବା —୨. To be laid up with a sickness.