ବେରାମି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ବେରାମିଆ—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବେ+ଆରାମ) ସମ୍ପାଦନା

ବେମାରି; ରୋଗ — Disease; illness; sickness.

ଦେଶଜ - ବିଶେଷଣ - ସମ୍ପାଦନା

୧. ବେମାର; ରୁଗ୍ଣ — ୧. Diseased; laid with illness.
୨. ରୋଗାକ୍ରାନ୍ତ —୨. Attacked with disease; sick; ailing and delicate in health.