ବେଣ୍ଟୁଲା

(ବେଣ୍ଟ(ଲା)ରୁ ଲେଉଟି ଆସିଛି)

ବେଣ୍ଟୁଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ସ୍ତ୍ରୀଲୋକମାନଙ୍କର ବର୍ଣ୍ଣ— ଭୂଷଣ ବିଶେଷ —A kind of ear ring.

ପ୍ରାଦେଶିକ - (ବାଲେଶ୍ୱର)—ବିଶେଷ୍ୟ - ସମ୍ପାଦନା

ବେଣ୍ଟ (୮) ଦେଖ — Beṇḍa (୮) See.



ବେଣ୍ଟୁଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଛୋଟ ବେଣ୍ଟଯୁକ୍ତ କାଠର ବା ମାଟିର ଏକ ପ୍ରକାର ପାତ୍ର; ଧାନକଢ଼ା କାଠୁଆ —A wooden ladle with a small handle.

[ଦ୍ରଷ୍ଟବ୍ୟ — ଏହାଦ୍ୱାରା ଧାନଉଷୁଆଁ ହାଣ୍ଡିରୁ ଉଷୁମ ଧାନ କାଢ଼ନ୍ତି ଓ ବାହାରୁ ପାଣି କାଢ଼ନ୍ତି]



ବେଣ୍ଟୁଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ମଲ୍ଲକଢ଼ୀ ନାମକ ସ୍ତ୍ରୀମାନଙ୍କର ଉପର କାନରେ ପିନ୍ଧିବା ଅଳଙ୍କାର — ୧. A kind of dumb-bell shaped ornament for the upper part of the ear.

(ଉ—ବେଣ୍ଡଲା ଫୁଲ ଝଲକା ତାଟଙ୍କ କବିସୂର୍ଯ୍ୟ ଚନ୍ଦ୍ରକଳା)

୨. ବେଣ୍ଟୁଆ (ଦେଖ) - — ୨. Beṇṭuā (See).