ବୁକ
ବୁକ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବି—(ଚୁମ୍ୱନ ବେଳେ ଉତ୍ପନ୍ନ ଧ୍ୱନିର କାଳ୍ପନିକ ଅନୁକରଣ ଜନିତ ଶବ୍ଦ; ଧ୍ୱନ୍ୟନୁକରଣ) ସମ୍ପାଦନା
- ୧. ବୋକ; ଚୁମ୍ୱନ —Kissing; kiss.
(ଉ—ଆଉଂସିଲା କୁକୁର ମୁହଁରେ ବୁକ ଢ଼ଗ)
- ୨. (ସଂସ୍କୃତ - ବକ୍ଷଃ; ବୁକ୍କମ)ଛାତି; ହୃଦୟ; ବକ୍ଷସ୍ଥଳ —Breast.
- ୩. ସାହସ —୩. Courage.
- ୪. ସ୍ତ୍ରୀ ସ୍ତନ —୪. Female breast.
ବୁକ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ଷଃ, ବୁକ୍କ) ସମ୍ପାଦନା
- ୧. ହୃଦୟର ବର୍ହିଭାଗ; ଛାତି ବକ୍ଷଃସ୍ଥଳ —୧. Breast.
(ଉ—ବୁକୁର ଶାଢ଼ୀତ ରଖିତ ଦେଉନାହି, ମୁଁ କରତଳେ ଆଛାଦିତି କେତେ କବିସୂର୍ଯ୍ୟ ସଙ୍ଗୀତା)
- ୨. ହୃଦୟ; ହୃଦୟାଭ୍ୟନ୍ତର; ଅଅନ୍ତକରଣ —୩. Heart;chest.
(ଉ—ତୋର ଏ କଥାକୁ ବୁକୁ କି ଗଲା ପୋଡ଼ି କୃଷ୍ଣସିଂହ. ମହାଭାରତ. ସଭା)
- ୩. ଦମ୍ଭ; ଧୈର୍ଯ୍ୟ —୩. Patience.
- ୪. ସାହସ —୪. Courage; pluck.