ବିଣ୍ଡି ମାରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଧାନ କ୍ଷେତରେ ଫାଙ୍କ ଥିବା ସ୍ଥଳରେ ଧାନ ଗଛ ରୋଇ ଦେବା —୧. To transplants paddy plants in blank spaces of a field.
୨. ବୋତଲ ଆଦିର ମୁହଁ ବନ୍ଦ କରିବା —୨. To stop the mouth by a plug or gag or stopper.