ବାହାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ଲରିଆ) ବିଶେଷ୍ୟ - (ଢୁଳ. ହିନ୍ଦୀ - ବୁହାରୀ) ସମ୍ପାଦନା

ଖଡ଼ିକାମୁଠା; ଝାଡ଼ୁ —Broomstick.

ଦେଶଜ - ଅ ସମ୍ପାଦନା

୧. ପୃଥକ୍ —୧. Separate; distinct from.
୨. ବିଭିନ୍ନ —୨. Different from.

କେ ବୋଇଲେ ପୁରୁଷ କେ ବୋଇଲେ ସ୍ତିରୀ କେହୁ ବୋଇଲେ ଦୁଇ କଥାରୁ ବାହାରି କୃଷ୍ଣସିଂହ. ମହାଭାରତ ବିରାଟ



ବାହାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଯାଶପୁର) ବିଶେଷ୍ୟ - ସମ୍ପାଦନା

ବାହାରକୁ — Out.