ବାନ୍ତି
ବାନ୍ତି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ବମ୍ ଧାତୁ+ ଭାବ. ତି) ସମ୍ପାଦନା
- ୧. ବମନ; ଉଦ୍ଗିରଣ —୧ Vomitting
- ୨. ବମନ କରାଯିବା ବସ୍ତୁ — ୨. Vomitted matter.
ଦେଶଜ - କ୍ରି. (ପଦ୍ୟ) (ସଂସ୍କୃତ - ବଦ ଧାତୁ ଣିଚ ବାଦି ଧାତୁ; ବାଇବା କ୍ରିୟାର ବର୍ତ୍ତମାନ କାଳ; ସେ, ସେମାନେ) ସମ୍ପାଦନା
ବଜାନ୍ତି — (he) Does or (they) do play on musical instruments.
ନିତ୍ୟେ ନାଉକ ବୀଣା ବାନ୍ତି ଯଶୋବନ୍ତ ପ୍ରେମଭକ୍ତି ବ୍ରହ୍ମଗୀତା