ବାଧ୍ୟତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -(ବାଧ୍ୟ+ଭାବ. ତା) ସମ୍ପାଦନା

୧. ବଶ୍ୟତା — ୧. Subservience.
୨. ଆଦେଶାନୁଗତ —୨. Obedience.
୩. ଯବରଦସ୍ତି — ୩. compulsion.
୪. ବାରଣଯୋଗୟତା — ୪. Preventibleness
୫. ନିଷିଦ୍ଧିତା —୫. The state of being forbidden.