ବାଧା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବାଧ୍. ଧାତୁ+ଭାବ. ଅ) ସମ୍ପାଦନା

୧. ବାଧା; ପ୍ରତିବନ୍ଧକ; ବ୍ୟାଘାତ —୧. Obstacle; Obstruction; impendiment; clog.
୨. ବନ୍ଧ; ରୋଧ —୨. Resistance.
୩. ଉପଦ୍ରବ —୩. Ravage.
୪. ପୀଡ଼ା ୪. Pain.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବିନାଶ —୧. Destruction.
୨. ଶୋଷଣ —୨. Sucking.

(୧+୨)ବାଧ ନ କରୁ ରାକ୍ଷସ ପ୍ରଚଣ୍ଡ ତପନ; ବଇଦେହୀ ନାମ ରମ୍ୟ ସରରୁ ଜୀବନ— ଭଞ୍ଜ. ବୈଦେହୀଶବିଳାଶ

ଦେଶଜ - ବିଶେଷଣ - ସମ୍ପାଦନା

ନିଷିଦ୍ଧ —Prohibited.

ବାଧ ବୋଲି ସ୍ତିରୀହତ୍ୟା ବଧ ନ କଲାକୁ ଶୁଝାଇଲା ବଇରତା ଭଞ୍ଜ. ବୈଦେହୀଶବିଳାସ



ବାଧା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(ବାଧ୍ ଧାତୁ+ଭାବ. ଅ+ଆ) ସମ୍ପାଦନା

୧. ପ୍ରତିବନ୍ଧକ; ବିଘ୍ନ —୧. Obstruction; hindrance.
୨. ଉପଦ୍ରବ; ଉତ୍ପୀଡ଼ନ —୨. Oppression.
୩. (+କର୍ତ୍ତୃ. ଅ) କାଷ୍ଠ ପାଦୁକା; ଖଡ଼ମ —୩. Wooden sandal; a clog.
୪. ଶାରୀରିକ ପୀଡ଼ା; ବ୍ୟଥା; ବେଦନା; କ୍ଳେଶ; ଦୁଃଖ —୪. Pang; pain; agony.
୫. ମନୋଦୁଃଖ —୫. Mental pain.
୬. ଭୟ; ଆଶଙ୍କା; (ହିନ୍ଦୀ - ଶ.) —୬. Fear; apprehension.