ବହୁଜ୍ଞ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବହୁଜ୍ଞା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁ+ ଜ୍ଞା ଧାତୁ+ କର୍ତ୍ତୃ. ଅ) ସମ୍ପାଦନା

୧. ଯେ ଅନେକ ବିଷୟ ଜାଣେ —୧. Nowing much.
୨. ଅତି ବିଦ୍ୱାନ୍ —୨. Very learned.
୩. ବହୁଦର୍ଶୀ —୩. Experienced.