ବହିର

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା
(ବହିରୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - (ସଂସ୍କୃତ - ବଧିର; ପ୍ରା. ବହିରା)

ସମ୍ପାଦନା
୧. ବଧିର —୧. Deaf.
୨. ବଧିରା (କାନ) —୨. Deafened; stunned (said of the ears).
୩. ବୋଧଶକ୍ତିହୀନ (ଚମଡ଼ା) —୩ Deadened to touch; made insensitive to touch (said of skin).