ଶବ୍ଦାର୍ଥ:

ବିଶେଷ
ବହୁତ ଗୁଡିଏ କାଗଜ ଫର୍ଦକୁ ନେଇ ଗଠିତ ହୋଇଥିବା ଓ ହାଥ ଲେଖା କିମ୍ବା print କରାଯାଇଥିବା ବିଡାକୁ ବହି କୁହାଯାଏ

ବହି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ବହୀ=ଈଶ୍ୱର ବାଣୀ, କୋରାନ୍; ତୁଳ. ଇଂ ବୁକ୍;ସଂସ୍କୃତ - ବେଦ; ବଦ୍ଧ ପୁସ୍ତକ) ସମ୍ପାଦନା

୧. କିତାପ; ଗ୍ରନ୍ଥ; ପୁସ୍ତକ —୧. Book.
୨. ଲେଖା ଖାତା —୨. A manuscript book.
୩. ବନ୍ଧା ବହି —୩. Bound book.
୪. ହିସାବ ପୁସ୍ତକ —୪. Account book,
୫. ବ୍ୟବସାୟର ଆୟ ବ୍ୟୟର ହିସାବ କିତାପ — ୫. Business accouts.