ବରଫ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବର୍ଫ) ସମ୍ପାଦନା

୧. ଘନୀଭୂତ ଜଳ —୧. Ice.
୨. ତୁଷାର; ହିମାନୀ —୨. Snow.

(ଯଥା—ଜଳ ଜମି ଗଲେ ବରଫ ହୁଏ, ମାତ୍ର ଜଳୀୟ ବାଷ୍ପ ଜମିଲେ ତୁଷାର ହୁଏ)

ବୈଦେଶିକ - ବିଶେଷଣ - ସମ୍ପାଦନା

ବରଫ ପରି ଥଣ୍ଡା —Ice-cold.