ବରଖଡ଼ା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

କେଉଟମାନେ ବାଁଆଁ ହାତରେ ଯେଉଁ ଲମ୍ୱକାଠି ଧରି ଥାଆନ୍ତି ଓ ସଳିଙ୍ଗଦ୍ୱାରା ବୁଣା ସରିଥିବା ଜାଲର ଫାସମାନଙ୍କୁ ଯେଉଁ କାଠିରେ ଅଟକାଇ ରଖନ୍ତି —A long slender rod held by the left hand on which the weaver of a net puts the already finished nooses of the net, while weaving.