ବଦ୍‌ମାସ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବଦ୍ମାଇସ୍, ବଦ୍ମାଇସି, ବଦ୍ମାଏସ୍, ବଦ୍ମାଏସି, ବଦ୍ମାସିଆ ଅନ୍ୟରୂପ

== ବୈଦେଶିକ - ବିଶେଷଣ - (ଫାରାସୀ - ବଦ୍ମାଶ୍; ବଦ୍=ମନ୍ଦ+ମଆସ୍ ସମ୍ପାଦନା

୧. ଅନ୍ୟାଯ୍ୟ ଉପାୟରେ ଜୀବିକା ନିର୍ବାହକାରୀ ୧. Pursuing an immoral or infamous profession.
୨. ଦୁଷ୍ଟ; ଦୁର୍ବୃତ୍ତ; ଖେଚେ଼ଡ଼ା; କମଣା — ୨. Wicked; infamous; wanton.
୩. ଚରିତ୍ରହୀନ; ନଷ୍ଟଚରିତ୍ର — ୩. Immoral.

ବୈଦେଶିକ - ବିଶେଷ୍ୟ - ସମ୍ପାଦନା

ମନ୍ଦ ବା ଦୁଷ୍ଟ ବ୍ୟକ୍ତି —Wicked man; a man of evil character; a bad character.

ଏବଂ ସେ ଜଣେ ମଶୁର ବଦ୍ମାଏସ ଏବଂ ଜାଲିମବାଜ ଥିବାହାଲତ୍ ଫକୀରମୋହନ—ଛମାଣ ଆଠଗୁଣ୍ଠ