ବଢ଼ା
ବଢ଼ା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ବଢ଼ା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃଧ୍ ଧାତୁ; ବର୍ଦ୍ଧନ; ବୃଦ୍ଧି) ସମ୍ପାଦନା
- ୧. ଆଧିକ୍ୟ; ବୃଦ୍ଧି —୧. Increase; increment.
- ୨. ଅନ୍ନ ବ୍ୟଞ୍ଜନାଦି ଖାଦ୍ୟ ପାତ୍ରରେ ପରିବେଷଣ କରିବା — ୨. Serving of food.
- ୩. ବୃଦ୍ଧି କରିବା —୩. Act of increasing.
- ୪. ଭାଗବତାଦି ଗ୍ରନ୍ଥ ପ୍ରଭୃତିର ପାରାୟଣ ବା ପାଠର ସମାପ୍ତି କ୍ରିୟା —୪. The act of finishing the recital of a scripture.
- ୫. (ସଂସ୍କୃତ - ବର୍ଦ୍ଧନୀ=ହାଣ୍ଡୀ) ମାଟିର ଛୋଟ ହାଣ୍ଟି (ଏଥିର ମୁହଁ ଘ଼ଡ଼ିର ମୁହଁ ଅପେକ୍ଷା ବଡ଼) —୫. A small wide mouthed earthen pot.
- ୬. ମୁଣ୍ଡରେ ହେବା ଘାଆ ରୋଗ; ବଡ଼ା — ୬. Boils on the skull.
ଦେଶଜ - ବିଶେଷଣ - ସମ୍ପାଦନା
- ୧. ଅଧିକା; ଅତିରିକ୍ତ —୧. Extra.
- ୨. ଖାଦ୍ୟ ପାତ୍ରରେ ଯାହା ପରିବେଷଣ କରାଯାଇ ଥାଏ —୨. (food) Served up on the plate.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା
ଘୂଡ଼ିରେ ଅଧିକା ସୂତା — Extre thread in a playing kite.
ପ୍ରାଦେଶିକ - (ବଲେଶ୍ୱର)ବିଶେଷଣ - ସମ୍ପାଦନା
- ୧. ଅଧିକା ସୂତା ଘେନି ଉଡ଼ୁ— ଥିବା (ଗୁଡ଼ି) —୧. (a playing kite) Flying with excess thread.
- ୨. ଅପର ଗୁଡ଼ିଠାରୁ ଆଗକୁ ଆଗେଇ ରହିଥିବା — ୨. Flying ahead (said of a kite) of another.
[ ଦ୍ର—ଉଡ଼ୁଥିବା ଘୁଡ଼ି ସମ୍ୱନ୍ଧରେ ପ୍ରଯୁଜ୍ୟ ]
ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ - ସମ୍ପାଦନା
ଆଗକୁ ବଢ଼େଇ ରଖିବା — Extending.