ବକ୍ଷଃପୀଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(୬ଷ୍ଠୀ ତତ୍; ବକ୍ଷଃ+ପୀଡ଼ା) ସମ୍ପାଦନା

୧. ଛାତି ଦରଜ — ୧. Pain in the breast; chest complaint.
୨. ଯକ୍ଷ୍ମାରୋଗ —୨. Pulmonary consumption; pthisis.