ବକ୍ତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବକ୍ତ୍ରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ବଚ୍ ଧାତୁ=କର୍ତ୍ତୃ. ତୃ; ବକ୍ତୃ ଶବ୍ଦ, ୧ମା. ୧ବ) ସମ୍ପାଦନା

ବାଗ୍ନୀ; ବାକ୍ପଟା —Able to spach fluently; sloquent.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

କଥକ; ବକ୍ତୃତାକାରୀ —Speaker; lecturer.