ବକ୍ତବ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷଣ - (ବଚ୍ ଧାତୁ=କହିବା+କର୍ମ. ତବ୍ୟ) ସମ୍ପାଦନା

୧. ବାଚ୍ୟ; କଥନୀୟ; କହିବାର ଯୋଗ୍ୟ — ୧. Speakable; proper to be spoken.


୨. ଯାହା କହିବାକୁ ହେବ —୨. To be spoken.

ବିଶେଷ୍ୟ - ସମ୍ପାଦନା

୧. ପ୍ରସ୍ତାବ —୧. Proposal.
୨. କଥା —୨. Speech.