ବଏ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଆୟ, ପଇଠ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ମହାଜନ ଖାତା) (ସଂସ୍କୃତ - ବ୍ୟୟ; ପ୍ରା. ବଅ) ସମ୍ପାଦନା

୧. ବେୟ; ଖରଚ —୧. Expenditure; debit.
୨. ହିସାବ ବହିର ଖରଚ ଲେଖା ହୋଇଥିବା ଅଂଶ —୨. The debit side of an account.
୩. ମହାଜନଠାରୁ ଋଣ ବା ଦୋକାନୀଠାରୁ କାଳି ସଉଦା ନେବା —୩. Taking of money or things on credit; borrowing.

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

୧. ଚାକର ଟୋକା — ୧. Boy-servant.
୨. ସାହେବଙ୍କ ଚାକର — ୨. Servant (of Europeans).